Medicine Bleaching etc wastage

Complain ID : CCN058378   28  

Hospital Complaint Complaint Date: June 29, 2022
ମୁଁ ଆୟବା ଗ୍ରାମରୁ କହୁଅଛି । ଆମ୍ଭ ମେଡିକାଲର ଷ୍ଟାଫ ଠିକ ଢଙ୍ଗରେ କାର୍ଯ୍ୟକରୁନାହାନ୍ତି । ସେ ତାଙ୍କ ମନମୁତାବକ ମେଡିକାଲ ଅସୁଛନ୍ତ ଏବଂ ଯାଉଛନ୍ତି। ଏହି ବିଷୟରେ CDM ଙ୍କୁ ମଧ୍ୟ ଜଣାଇ ଅଛ କିଛି ସୁଫଳ ପାଇନାହୁଁ । ଆମ୍ଭେ କିଛି ଯୁବକ ମେଡିକାଲ ପରିଷର ସଫା କରୁଥିବାବେଳେ ଡଷ୍ଟବିନ ମଧ୍ୟରେ ପ୍ରଚୁର ମାତ୍ରାରେ ସାଲାଇନ୍‌, ମେଡିସିନ୍, ଗ୍ଲକୋଜ, ବ୍ଲିଚିଂଙ୍ଗ ଏବଂ ଅନ୍ୟାନ୍ୟ ସାମଗ୍ରୀ ବହୁଳ ମାତ୍ରା ରେ ଫୋପାଡି ପୋତି ଦିଆଯାଇଥିବା ବେଳେ କିଛି ପୋଡି ଦିଆଯାଇଅଛି । ରୋଗିଙ୍କୁ ମେଡିସିନ୍ ନ ଥିବା ଗ୍ରାମ ନଳ କୂପ ସଫାବେଳେ ବ୍ଲିଚିଂଙ୍ଗ ମାଗିଲା ବେଳକୁ ଆଉ ଆସୁନାହିଁ ବୋଲି କହୁଛନ୍ତି। ଏହିପରି ସାମଗ୍ରୀକୁ ନଷ୍ଟ କରି ଦିଆ ଯାଉଅଛି।
Complaint Against / To: All Ayaba medical staff

Share Now Ask Question Reply Now Contact Submit Complaint

Related complaints

Complaints

    Service issue | Complaint | Query | Feedback | Suggestion | Reply

    eConsumer Court (Online Upbhokta Forum) take the complaint directly to the escalation team of the company, which has the power to resolve your grievance. We send a well-drafted letter to the company, explaining the details of your complaint along with the inconvenience caused to you. Jago Grahak Jago is specially to help consumers to redress their issues and grievances. We ensure to take quick actions on every complaint filed by the customers. We work hard and tirelessly to resolve the case.