1 of 24 Loan amount withdrawal without account holder .

Complain ID : CCN058561   44  

Loans Complaints Complaint Date: July 11, 2022
  • State :  Odisha
  • City :  Puri
  • Address: Puri ହନ୍ତୁକ ଗ୍ରାମରେ ବାସ କରୁଥିବା ବୃଦ୍ଧ ବ୍ୟକ୍ତି Gadadhar Pradhan , S/o- Giridhari Pradhan
ପୁରୀ ହନ୍ତୁକ ଗ୍ରାମରେ ବାସ କରୁଥିବା ବୃଦ୍ଧ ବ୍ୟକ୍ତି ଗଦାଧର ପ୍ରଧାନ , s/o- ଗିରିଧାରୀ ପ୍ରଧାନ ବ୍ୟାଙ୍କ ଖାତାକୁ ଆସିଥିବା କେନ୍ଦ୍ରୀୟ କୃଷକ ଋଣ ୩୩,୭୦୦ ଟଙ୍କା କିଏ ସବୁ ବେଳେ ନେଇଯାଉଛି l ଗଦାଧର ପ୍ରଧାନଙ୍କ କହିବା ଅନୁସାରେ ସେ ଅଙ୍ଗୁଟି ଟିପା ଚିହ୍ନ ଦେବା ପରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ତାଙ୍କୁ ମିଛ କହି ବ୍ୟାଙ୍କ ରୁ ପେରାଇଦେଉଛନ୍ତି I କିନ୍ତୁ ବ୍ୟାଙ୍କ ଖାତାର ACCOUNT STEMENT ଦେଖିଲେ ଜଣା ପଡୁଛି କି ନଗଦ ଟଙ୍କା ଉଠାଣ କରାଯାଇଛି I ବୃଦ୍ଧ ଦମ୍ପତି ଦୁଇ ଜଣ କାନ୍ଦିବା ଛଡା ବ୍ୟାଙ୍କ ପାଖରେ sabu କର୍ମଚାରୀ ଅଣଦେଖା କରିଥିଲେ I
କେବଳ ଏତିକି ନୁହେ ଗଦାଧର ପ୍ରଧାନ ଙ୍କ ଖାତାକୁ ତା07/07/2022ରିଖ ରେ 33,700 ଋଣ ଟଙ୍କା ଜମା ହେଇଥିଲା କିନ୍ତୁ ଆଚାର୍ଯ୍ୟ ର କଥା ଯେ ସେଇ ଦିନ ଟଙ୍କା ସବୁ ଉଠାଣ କରାଯାଇଛି I ସେ ଦିନ ଗଦାଧର ବ୍ୟାଙ୍କ ଯାଇ ନଥିଲେ ବ୍ୟାଙ୍କ କର୍ମଚାରୀ ତା08/07/2022ରିଖ ରେ ତାଙ୍କୁ ବ୍ୟାଙ୍କ ନେଇ ଆଙ୍ଗୁଠି ଟିପା ଚିହ୍ନ ରଖି ଥିଲେ I ପ୍ରଶ୍ନ ଉଠୁଛି ଯେ account holder ନଥିଲା ବେଳେ ACCOUNT ରୁ ଟଙ୍କା ଉଠିଲା କେମିତି I ପଂଚାୟତ secrty ମଧ୍ୟ ଏହି ବିଷୟ ରେ କିଛି ବି ଜାଣି ନାହାନ୍ତି I ଏଇ ଘଟଣା ର ସମ୍ପୂର୍ଣ ପ୍ରମାଣ ରହିଛି ବ୍ୟାଙ୍କ କର୍ମଚାରୀ ଙ୍କ ବିରୁଦ୍ଧରେ I
ପ୍ରଥମତଃ ଏଇ ବିଷୟରେ ବ୍ୟାଙ୍କ ମ୍ୟାନେଜେର ଙ୍କ ସହିତ କଥା ହେବ ପାଇଁ ଚେଷ୍ଟା କରିଲୁ ମାଡାମ ଆମକୁ ମନ କରିବା ସହିତ କହିଲେ – ଆମେ ଗଦାଧର ପ୍ରଧାନ ଙ୍କ ବିଷୟ ରେ କିଛି ବି କହି ପାରିବୁ ନାହୁଁ ତା ସହିତ ବ୍ୟାଙ୍କ ର କ୍ୟାସିୟର ମାଡାମ ମଧ୍ୟ ତାଗିତ କରିଲେ I ପଛରେ ଜାଣିବାକୁ ପାଇଲି ଯେ ହନ୍ତୁକା ଗ୍ରାମରେ ଏମିତି 4 ରୁ 5 ବର୍ଷ ହବ ହେଇ ଆସୁଛି ବହୁତ ଗରିବ ଲୋକ ମାନଙ୍କ ସହ I ପ୍ରଥମେ ଋଣ ଟଙ୍କା ଆସୁଛି ତା ପରେ ନଗଦ ଟଙ୍କା ଉଠାଣ ହଉଚି କିଏ କରୁଛି ଜଣା ନାହିଁ account holder ଟଙ୍କା ଗୋଟେ ବି ପାଉନଥାନ୍ତି କି ଜାଣି ବି ପାରୁନଥାନ୍ତି କିନ୍ତୁ ହଁ କିଛି ଦିନ ପରେ ପଂଚାୟତ secrty ପୁର୍ଣଚନ୍ଦ୍ର ଜେନା withdwal from ରେ ଗାଁ ଲୋକଙ୍କର ଟିପା ନେଇ ବ୍ୟାଙ୍କ ରେ ଜମା କରୁଛନ୍ତି I
ଏହା ପୂର୍ବରୁ 32,800 ଉଠାଣ ହେଇଚି I ଏମିତି 3 ରୁ 4 ବର୍ଷ ଭିତରେ 8 ରୁ 10 lakh ଟଙ୍କା କିଏ WITHDRAL କରୁଛି I ଏଥିରେ ବ୍ୟାଙ୍କ କର୍ମଚାରୀ ସହାୟକ କରୁଛନ୍ତି , ଟଙ୍କା ସବୁ କିଏ ନଉଚି ବ୍ୟାଙ୍କ କର୍ମଚାରୀ ଜାଣି ପାରୁନାହାନ୍ତି I
Complaint Against / To: BANK MANAGER AND EMPLOYE

Share Now Ask Question Reply Now Contact Submit Complaint

Related complaints

Complaints

    Service issue | Complaint | Query | Feedback | Suggestion | Reply

    eConsumer Court (Online Upbhokta Forum) take the complaint directly to the escalation team of the company, which has the power to resolve your grievance. We send a well-drafted letter to the company, explaining the details of your complaint along with the inconvenience caused to you. Jago Grahak Jago is specially to help consumers to redress their issues and grievances. We ensure to take quick actions on every complaint filed by the customers. We work hard and tirelessly to resolve the case.